1) ଆରିଷ୍ଟଟଲ୍ଙ୍କର ସର୍ବାସ୍ଥିନାପ୍ତି ସୂତ୍ରଟିକୁ ବ୍ୟାଖ୍ୟ ଉ- ତ୍ରିପଦୀଯୁକ୍ତିର ସିଦ୍ଧତା ଜାଣିବାପା ପାଇଁ ଦଶଗୋଟି ସାଧାରଣ ନିୟମ ରହିଛି । ଏତଦ୍ବ୍ୟତୀତ ଆରିଷ୍ଟଟଲ୍ । ତ୍ରିପଦୀଯୁକ୍ତିର ସିଦ୍ଧତା ପରୀକ୍ଷା କରିବାପାଇଁ ଆଉ ଏକ ନିୟମ ଉଲ୍ଲେଖ କରିଥିଲେ ଯାହାକୁ ‘ସର୍ବାଧିନାସ୍ତି ସୂତ୍ର’ କୁହାଯ ହାଯାଏ । ସୂତ୍ରଟିର । ଅର୍ଥ ହେଲା- “ ଯଦି କୌଣସି ବିଧେୟ କୌଣସି ଉଦ୍ଦେଶ୍ୟରେ ସ ବ୍ୟାର୍ଥଠାରେ ସମଗ୍ର ବାଚ୍ଯା ହୋଇଥାଏ, ତେବେ ସେହି ଉଦ୍ଦେଶ୍ୟ ଅନ୍ତର୍ଗତ ପ୍ରତ୍ୟେକ ବସ୍ତୁଠାରେ ସେହି ବିଧେୟକୁ ଅନୁରୂପ ଅସ୍ୱୀକାର କରାଯାଇପାରେ ବା ସ୍ୱୀକୃତ ବା ଅସ୍ୱୀକୃତ ରୂପଭାବେ ସ୍ଵୀକାର ଉଦାହରଣ ๑๑- (९) ସମସ୍ତ ମନୁଷ୍ୟ ମରଣଶୀଳ ଅଟନ୍ତି । ସମସ୍ତ କୃଷକ ମନୁଷ୍ୟ ଅଟନ୍ତି । ମସ୍ତ କୃଷକ ମରଣଶୀଳ ଅଟନ୍ତି । ଉଦାହରଣ- (୨) କୌଣସି ମନୁଷ୍ୟ ଅମର ନୁହଁନ୍ତି । ସମସ୍ତ କୃଷକ ମନୁଷ୍ୟ ଅଟନ୍ତି । କୌଣସି କୃଷକ ଅମର ନୁହଁନ୍ତି । 2). ସାକ୍ଷାତ୍ ରୂପାନ୍ତରୀକରଣ ଉ- ଆବଶ୍ୟକ ସ୍ଥଳେ ସମ ସମବର୍ତ୍ତନ, ବ୍ୟାବର୍ତ୍ତନ ଇତ୍ୟାଦି ସାହାଯ୍ୟରେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସଂସ୍ଥାନର ନ୍ୟାୟରୂପଗୁଡ଼ିକର ହେତୁବାକ୍ୟମାନଙ୍କରେ ନିହିତ ପଦଗୁଡ଼ିକର ସ୍ଥାନ ପରିବର୍ତ୍ତନ ଅଥବା ହେତୁବାକ୍ୟମାନଙ୍କର ପରିବର୍ତ୍ତନ ( ସାଧ୍ଯାବୟବରୁ ପକ୍ଷାବୟବକୁ ଅଥବା ପକ୍ଷାବୟବରୁ ସାଧ୍ଯାବୟବକୁ ) କରି ସେଗୁଡ଼ିକୁ ବାର୍ବାରା, ସେଲାରେଣ୍ଟ୍, ଡାରିଇ କିମ୍ବା ଫେର...